Trackman hit by train: ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଇଣ୍ଟରସିଟି, ଜୀବନ ହରାଇଲେ ଟ୍ରାକ୍ ମ୍ୟାନ୍
ଛତ୍ରପୁର ୨।୧୦: ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍ଙ୍କ ମୃତ୍ୟୁ । ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍ଙ୍କ ମୃତ୍ୟୁ ଘଟିଛି । ମୃତକ ଖଲ୍ଲିକୋଟ ଅଞ୍ଚଳର କେ. ଗୋବିନ୍ଦ ପାତ୍ର । ଶୁକ୍ରବାର ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନ୍ରେ କିଛି ଟ୍ରାକ୍ ମ୍ୟାନ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରେଳ ଟ୍ରାକ୍ […]
Source link
