ପୁରୀ ୧୮।୧୧: ବାତ୍ୟା ‘ଅକଭାନ୍’କୁ ନେଇ ଧିରେ ଧିରେ ଅଶାନ୍ତ ହେଉଛି ପୁରୀ ସମୁଦ୍ର। ଆଗ ଅପେକ୍ଷା ଢେଉ ବଡ଼ ହେଉଛି। ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କୁ ଅଗ୍ନିଶମ ବିଭାଗ ଓ ଲାଇଫ୍ ଗାର୍ଡ ପକ୍ଷରୁ ସଚେତନ କରାଯାଉଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ଏଟିଭିରେ ବୁଲି ବୁଲି ମାଇକ୍ ଯୋଗେ ବାରମ୍ବାର ଘୋଷଣା କରାଯାଉଛି। ଖୁବଶୀଘ୍ର ସମୁଦ୍ର କୂଳରେ ନାଲି ପତାକା ମଧ୍ୟ […]
Source link
