Voice of Eastern India

ଏକବିଂଶ ଶତାବ୍ଦୀର ବିରଳ ସୂର୍ଯ୍ୟୋପରାଗ ! ଲୁଚିଗଲା ୯୦ ଭାଗ ସୂର୍ଯ୍ୟ…ଆଖିରେ ଦେଖିଲେ ଲକ୍ଷ ଲକ୍ଷ ଲୋକ


ନୂଆଦିଲ୍ଲୀ,୧୩/୦୮:ବୁଧବାର ଥିଲା ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୋଇଥିବାରୁ ବିଶ୍ୱବ୍ୟାପୀ ବୈଜ୍ଞାନିକ ଓ ମହାଜାଗତିକ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ସମୟ ଅନୁଯାୟୀ ଏହି ପରାଗ ରାତିରେ ପଡିଥିଲା । ତେଣୁଦେଶରେ ଏହାର କୌଣସି ପ୍ରଭାବ ପଡିନଥିଲା । ଭାରତୀୟ ସମୟ (IST) ଅନୁଯାୟୀ, ଅଗଷ୍ଟ ୧୨, ୨୦୨୬ ରାତି ପ୍ରାୟ ୯:୦୪ ମିନିଟରୁ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଥିଲା […]



Source link

Leave A Reply

Your email address will not be published.