ଭୁବନେଶ୍ବର ୧୩।୮: ୧୫ ବର୍ଷ ଧରି ଫେରାର ଥିଲା ଅଭିଯୁକ୍ତ । ଶେଷରେ ପୋଲିସ ହାତରେ ଧରାପଡିଛି । ୨୦୧୧ ମସିହା ଅଟୋ ଡ୍ରାଇଭର ହତ୍ୟାକାଣ୍ଡରେ ନୟାପଲ୍ଲୀ ଥାନା ପୋଲିସକୁ ମିଳିଲା ବଡ଼ ସଫଳତା । ଅନ୍ୟତମ ଫେରାର ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପ୍ରାୟ ୧୫ ବର୍ଷ ତଳେ ଅର୍ଥାତ ୨୯ ମାର୍ଚ୍ଚ ୨୦୧୧ ମସିହାରେ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଦାଦାଗିରି, ଦବଦବା ଜାହିର […]
Source link
