Voice of Eastern India

ବ୍ଲକ୍ ପ୍ରଶାସନ-ସରପଞ୍ଚ ଚାମେଲି ଓଝା ବିବାଦ : ଆଉ ଜଣେ ଗିରଫ, ୩ରେ ପହଞ୍ଚିଲା ସଂଖ୍ୟା


କେନ୍ଦ୍ରାପଡ଼ା ୨୦।୬: ମହାକାଳପଡ଼ା ବ୍ଲକ୍ ପ୍ରଶାସନ ଓ ଚାମେଲି ଓଝା ବିବାଦ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ମହାକାଳପଡ଼ା ପୋଲିସ l ଗିରଫ ଅଭିଯୁକ୍ତ ବିଶ୍ଵଜିତ ମହାପାତ୍ର l ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଶ୍ଵଜିତଙ୍କ ନାମରେ ଅଭିଯୋଗ ହୋଇଥିଲା l ନିଜ ଏତଲାରେ ବିଶ୍ଵଜିତଙ୍କ ନାମ ଉଲ୍ଲେଖ କରିଥିଲେ ଚାମେଲି l ଏହି ମାମଲାରେ ପୂର୍ବରୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି l ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଏତଲାରେ ଉଲ୍ଲେଖ ନଥିଲା l

Source link



Source link

Leave A Reply

Your email address will not be published.