ଖଲ୍ଲିକୋଟ: ସାରା ଦେଶରେ ଆଜି ୮୦ତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲାସର ସହ ପାଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପରିସରରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଦୃଶ୍ୟ । ଜାତୀୟ ପତାକା କିଏ ଉତ୍ତୋଳନ କରିବ, ବ୍ଲକ ଅଧ୍ୟାକ୍ଷା ନା ବିଡ଼ିଓ ? ଏହାକୁ ନେଇ ବ୍ଲକ ପରିସରରେ ଦୀର୍ଘ ସମୟ ଧରି ତର୍କବିତର୍କ ଏବଂ ତୁତୁ-ମେଁମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ନିର୍ଦ୍ଦେଶାବଳୀ ଅନୁଯାୟୀ […]
Source link
