Voice of Eastern India

‘ସେ ଇସ୍ତଫା ଦେବା ଜରୁରୀ’; ଜ୍ଞାନେଶ କୁମାରଙ୍କୁ ଦେଶଦ୍ରୋହୀ କହି​‌ଲେ ରାହୁଲ, ଜବାବ ଦେଲା BJP


ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ଶାସକ ଦଳ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକା ସଂଶୋଧନ (SIR) ସମେତ ନିର୍ବାଚନ ଆୟୋଗର ଅନ୍ୟୁନ ଦୁଇଜଣ କମିଶନରଙ୍କ ସମ୍ବେଦନଶୀଳ ଆପତ୍ତିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଣଦେଖା କରିଥିବା ରିପୋର୍ଟକୁ ଆଧାର କରି ରାହୁଲ, ଜ୍ଞାନେଶ କୁମାରଙ୍କୁ “ଦେଶଦ୍ରୋହୀ” ବୋଲି କହିଛନ୍ତି । ଏପରିକିତ ତାଙ୍କର ତୁରନ୍ତ […]



Source link

Leave A Reply

Your email address will not be published.