Browsing Category
KALINGA
ଗଜପତିଙ୍କ ଅପିଲ୍କୁ ଇସ୍କନର ବେଖାତିର, ବଦଳାଇବନି ବିଦେଶରେ ଅ-ଦିନିଆ ରଥଯାତ୍ରା ନିଷ୍ପତ୍ତି
ଭୁବନେଶ୍ବର ୯।୭: ଗଜପତିଙ୍କ ଅପିଲ୍କୁ ଇସ୍କନର ସିଧା ସିଧା ବେଖାତିର । ବିଦେଶରେ ମନଇଚ୍ଛା ତାରିଖରେ ରଥଯାତ୍ରା କରିବା…
Hirakud Dam : ଖୋଲିଲା ହୀରାକୁଦ ଡ୍ୟାମ୍, ବାହାରିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର ୦୯।୦୭ : ବାଜିଲା ସାଇରନ । ଖୋଲିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…
ରୋହିଣୀରେ ବଡ ଅଘଟଣ; ବର୍ଷା ପରେ କୋଠା ଭୁଶୁଡ଼ି ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି
ନୂଆଦିଲ୍ଲୀ ୦୯।୦୭; ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେଭୁଶୁଡିଲାନିର୍ମାଣାଧୀନ କୋଠା । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା…
ପ୍ରବଳ ବର୍ଷାରେ ବି ମହାରାଷ୍ଟ୍ରରେ ଭୂକମ୍ପର ଝଟକା ଅନୁଭୂତ, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୬…
ନୂଆଦିଲ୍ଲୀ ୦୯।୦୭; ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ଅଧିକାରୀମାନେ…
କିଛି ସମୟ ପରେ ଖୋଲିବ ହୀରାକୁଦ୍ ଗେଟ୍, ମାଡ଼ି ଆସିବ ବନ୍ୟାଜଳ : ରୁହନ୍ତୁ ସାବଧାନ !
ସମ୍ବଲପୁର,୦୯|୦୭: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ହୀରାକୁଦ ନଦୀବନ୍ଧରୁ…
Indian Idol 'ଗ୍ରାଣ୍ଡ୍ ଫିନାଲେ'ରେ ଜ୍ୟୋତିର୍ମୟୀ ନାୟକ, ଜିତିବା ପାଇଁ ମାଗିଲେ…
ମୁମ୍ବାଇ,୦୯|୦୭: ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ। ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ଗ୍ରାଣ୍ଡ୍ ଫିନାଲେରେ…
ପୁଣି ହ୍ରାସ ହେଲା ସୁନା ଦର, ରାତି ୯ଟାରେ ୧୦ ହଜାର ଟଙ୍କା ଶସ୍ତା ହୋଇଗଲା ରୁପା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ସୁନା ଓ ରୁପା ମୂଲ୍ୟରେ ଭୀଷଣ ହ୍ରାସ ଦେଖା ଦେଇଛି। ବୁଧବାର…
ପତ୍ନୀଙ୍କ ସନ୍ଦିଗ୍ଧ ମୃତ୍ୟୁ, ଅବୈଧ ସଂପର୍କର ସନ୍ଦେହ… ହତ୍ୟା ଅଭିଯୋଗରେ ବିଡିଓ ଗିରଫ
ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସ୍ତ୍ରୀଙ୍କୁ ଯୌତୁକ ପାଇଁ ହତ୍ୟା କରିବା…
ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହେଲା ପାକିସ୍ତାନର କାର୍ଗୋ ବିମାନ, ୫ କ୍ରୁ ସଦସ୍ୟ ନିଖୋଜ
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଶାରଜାରୁ ପାକିସ୍ତାନର କରାଚୀ ଅଭିମୁଖେ ଆସୁଥିବା ଏକ ବୋଇଂ ୭୩୭-୪୦୦ କାର୍ଗୋ ବିମାନ…
ଇଲିସି ପାଇଁ ଯାଇ ୧୫ ମତ୍ସ୍ୟଜୀବୀ ନିଖୋଜ, ସପ୍ତାହେ ହେଲାଣି ମିଳୁନି ପତ୍ତା
ଭୋଗରାଇ: ସପ୍ତାହେରୁ ଅଧିକ ବିତିଲାଣି। ହେଲେ ମିଳୁନି ମାଛ ଧରିବାକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ପତ୍ତା। ଜଣାପଡ଼ିଛି ଗତ ୨…
