Voice of Eastern India

ନ୍ୟାସନାଲ୍ ଟେଲିଭିଜନ୍ ରିଆଲିଟି ଶୋ’ରେ ଦବଦବା ଦେଖାଇଥିବା ୧୧ ଓଡ଼ିଆ, ଜ୍ୟୋତିର୍ମୟୀଙ୍କ ପୂର୍ବରୁ ଏମାନେ କରିଛନ୍ତି ଗର୍ବିତ


ଭୁବନେଶ୍ୱର: ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬’ (Indian Idol 16) ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି। ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ ଏହି ସିଜନରେ ବିଜୟୀ ହୋଇଛନ୍ତି । ଜ୍ୟୋତିର୍ମୟୀ ନାୟକଙ୍କୁ ‘ଇଣ୍ଡିଆନ୍ ଆଇଡଲ୍ ୧୬’ ର ଚାମ୍ପିଅନ୍ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମିଳିଛି । ପୁଣି ଜାତୀୟ ସ୍ତରରେ ଉଜ୍ଜ୍ୱଳିତ ହେଲା ଓଡ଼ିଶାର ନାଁ । ନିଜର ସୁମଧୁର କଣ୍ଠ […]



Source link

Leave A Reply

Your email address will not be published.