କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲୋତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ଗୁରୁବାର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ରାଜ୍ୟପାଳ ଗେହଲୋତ ଲୋକଭବନରେ ନଥିବା କାରଣରୁ ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ସଚିବଙ୍କୁ ଦେଇ ଆସିଥିଲେ। ଶୁକ୍ରବାର ରାଜ୍ୟପାଳ ଲୋକଭବନକୁ Siddaramaiah’s resignation accepted, Shivakumar sworn in on 3rd
Source link
