ବମ୍ବେ ,୫ /୧୧ -; ଶାହରୁଖ କେବଳ ଜଣେ ଭଲ ଅଭିନେତା ନୁହନ୍ତି ସେ ଜଣେ ଭଲ ହୃଦୟର ମଣିଷ ମଧ୍ୟ l ତାଙ୍କୁ ନେଇ ଅନେକ ଲୋକ ଅନେକ କିଛି କହନ୍ତି l କିଏ ତାଙ୍କୁ ଭଲ ଅଭିନେତା ଭାବରେ ଭଲ ପାଏ ତ କେହି ତାଙ୍କ ରୋମାଣ୍ଟିକ ଅନ୍ଦାଜକୁ ଅଧିକ ପସନ୍ଦ କରେ l ଏସବୁ ପରେ ବି ତାଙ୍କର ଏଉ ଏକ ବିରାଟ ପରିଚୟ ଲୁଚିକି ଅଛି ଯାହା ହୁଏତ ଅନେକ ଲୋକ ଜାଣି ନଥିବେ l ପରଦାରେ ଦେଖୁଥିବା […]
Source link
