ଭଦ୍ରକ ୩୧।୧୦: ଜାତୀୟ ରାଜପଥ କଡ଼ରୁ ହଟିବ ବାଣ ଦୋକାନ । ବେଆଇନ ବାଣ ବିକ୍ରି ଉପରେ ଲାଗିବ ରୋକ୍ । ବାଣ ମହଜୁଦ ରଖିଲେ ବି ହେବ କାର୍ଯ୍ୟାନୁଷ୍ଠନ । ନିର୍ଦ୍ଦେଶ ଉଲ୍ଲଂଘନ କଲେ ମିଳିବ ଆଇନ ଅନୁଯାୟୀ ଦଣ୍ଡ । ଭଦ୍ରକ ଜିଲ୍ଲାପାଳ ଦେଇଛନ୍ତି ଏଭଳି ନିର୍ଦ୍ଦେଶ । ଭଦ୍ରକ ଜଗନ୍ନାଥପୁର ଅଣ୍ଡରପାସ୍ ନିକଟରେ ବେଆଇନ ବାଣ ବାଣ ବିକ୍ରି କିମ୍ବା ମହଜୁଦ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ […]
Source link
