Voice of Eastern India

ବିଗବସ ହାଉସରେ ସଲମାନଙ୍କ ରାଗ ଚରମସୀମାରେ, ସ୍କାଉଟ୍ ଓ ଲଭଙ୍କୁ ବହେ ଶୁଣାଇଲେ


ମୁମ୍ବାଇ ୩୧/୧୧ : ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସ୍କାଉଟ୍ ଓପି ଓ ଲଭ୍ ଗିଲଙ୍କ ବିବାଦ ଏବେ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ଶୋ’ର ହୋଷ୍ଟ ସଲମାନ ଖାନଙ୍କ ରାଗ ଏବେ ଚରମ ସୀମାରେ ପହଁଚିଛି । ଲଭ୍ ଗିଲଙ୍କ ସହ ବିବାଦକୁ ନେଇ ସ୍କାଉଟ୍ ଓପିଙ୍କୁ ସଲମାନ କଡ଼ା ଭାଷାରେ ତାଗିଦ୍ କରିଥିବା ଖବର ସାମ୍ନାକୁ ଆସିଛି। ବିଗ୍ ବସ୍ର ଆଗାମୀ ‘ୱିକେଣ୍ଡ କା ୱାର୍’ […]



Source link

Leave A Reply

Your email address will not be published.